ମହାପ୍ରସାଦ ମନା

ପୁରୀ,(ୱାଇଏନ୍ଏସ୍): କରୋନା ବିପତ୍ତି ସମୟରେ ପୁରୀ ବାହାର ଲୋକଙ୍କୁ ମିଳିବନି ବରାଦୀ ମହାପ୍ରସାଦ। କୌଣସି ସୁଆର ସେବକ ବାହାର ଲୋକଙ୍କଠାରୁ ମହାପ୍ରସାଦ ବରାଦ ରଖିବେ ନାହିଁ ।

Read more

Advertisement

ଏବେ ଏବେ