ଯୁଵଶକ୍ତି କ୍ଲବ ପକ୍ଷରୁ କୋରନା ସଚେତନତା ଶୋଭାଯାତ୍ରା

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ସ୍ଥିତ ଦକ୍ଷିଣବାଡ ଗ୍ରାମ ଠାରେ ଥିବା ଯୁଵଶକ୍ତି କ୍ଲଵ ପକ୍ଷରୁ କୋରନା ସଚେତନତା ପାଇଁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

Read more

Advertisement

ଏବେ ଏବେ