ରାଜ୍ୟର ଶ୍ରେଷ୍ଠ କନେଷ୍ଟବଳ ଭାବେ ପୁରସ୍କୃତ ହେବେ ମୟୂରଭଞ୍ଜ ମାଟି ର ପୁଅ ଭକ୍ତ ବତ୍ସଳ ବେହେରା
ରାଇରଙ୍ଗପୁର, (ଅକ୍ଷୟ ବିଶ୍ଵାଳ):ନିଜର ଅସାଧାରଣ କାର୍ଯ୍ୟ ପାଇଁ ସର୍ବଦା ଚର୍ଚ୍ଚାର ପରିସର ଭିତରକୁ ଆସିଥାନ୍ତି ମୟୂରଭଞ୍ଜର କନେଷ୍ଟବଳ ଭକ୍ତବତ୍ସଳ ବେହେରା। ଭକ୍ତବତ୍ସଳ ବେହେରା ମୟୂରଭଞ୍ଜ ଜିଲ୍ଲାର କନଷ୍ଟେବଳ
Read more