ଶିକ୍ଷକଙ୍କୁ ହତ୍ୟା ଘଟଣା- କେନାଲରେ ଅଧିକ ପାଣି ଯୋଗୁଁ ସ୍କୁଟି ଉଦ୍ଧାର ହେଲାନି

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଢ଼େଙ୍କା ହାଇସ୍କୁଲର ଶିକ୍ଷକ ଅନିରୁଦ୍ଧ ସ୍ୱାଇଁଙ୍କ ହତ୍ୟା ଘଟଣାକୁ ୫ଦିନ ବିତିଯାଇଥିଲେବି ପୁଲିସକୁ କୌଣସି ଠୋସ ସୁରାକ ମିଳିପାରି ନାହିଁ ।

Read more

Advertisement

ଏବେ ଏବେ