ଶିଳ୍ପୀ ଜଗତର ଅପୂରଣୀୟ କ୍ଷତି ପରଲୋକରେ ଚାନ୍ଦୁଆ ଶିଳ୍ପୀ ରଘୁନାଥ ମହାରଣା

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ଏକାମ୍ର କ୍ଷେତ୍ରର ଲୋକପ୍ରିୟ ଚାନ୍ଦୁଆ ଶିଳ୍ପୀ ରଘୁନାଥ ମହାରଣାଙ୍କ ଗତକାଲି ସନ୍ଧ୍ୟାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା ।

Read more

Advertisement

ଏବେ ଏବେ