ସଂଘରୋଧ ଅବଧିକୁ ୭ଦିନରୁ ୧୪ଦିନକୁ ବୃଦ୍ଧି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାକୁ ଫେରୁଥିବା ପ୍ରବାସୀ ଓଡିଆମାନେ ବାଧ୍ୟତା ମୁଳକ ୭ଦିନ ସଂଘରୋଧ କେନ୍ଦ୍ରରେ ରଖାଯାଉଥିବା ବେଳେ ବର୍ତ୍ତମାନ ଏହାକୁ ୧୪ଦିନକୁ ବୃଦ୍ଧି କରାଯାଇଛି

Read more

Advertisement

ଏବେ ଏବେ