ସତ୍ୟେଶ୍ୱର ମହାଦେବ ମନ୍ଦିରରେ ଶିବ-ପାର୍ବତୀ ବିବାହ

ବାଲେଶ୍ୱର, (ସରୋଜ ପଣ୍ଡା):ଶୀତଳ ସଷ୍ଟି ଅବସରରେ ସହର ଉପକଣ୍ଠ ସତ୍ୟନଗର ସ୍ଥିତ ପଞ୍ଚମୁଖୀ ସତ୍ୟେଶ୍ୱର ଶିବ ମନ୍ଦିର ପରିସରରେ ଶିବ-ପାର୍ବତୀ ବିବାହ ବୁଧୁବାର ସମ୍ପନ୍ନ ହୋଇଯାଇଛି ।

Read more

Advertisement

ଏବେ ଏବେ