ସାଂସଦମାନେ ପାର୍ଲାମେଣ୍ଟରେ ସମଲିଙ୍ଗୀ, କିନ୍ନରଙ୍କ ପାଇଁ ଆଇନ ଆଣନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାର କମିଟି ଗଠନ କରନ୍ତୁ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମଙ୍ଗଳବାର ଦିନ ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ୫ଜଣିଆ ଖଣ୍ଡପୀଠ ସମଲିଙ୍ଗୀ ବିବାହ ଉପରେ ବିଚାର କରି କହିଛନ୍ତି ଯେ, ସମଲିଙ୍ଗୀ
Read more