ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦରେ ଉତ୍କଳ ସାମ୍ବାଦିକ ସଂଘ ର ନିନ୍ଦା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଚଳିତ ପଞ୍ଚାୟତ ନିର୍ବାଚନରେ ଗଣମାଧ୍ୟମ ପ୍ରତିନିଧିମାନେ ନିୟମିତ ଆକ୍ରୋଶର ଶିକାର ହୋଇ ଚାଲିଛନ୍ତି । ଯାଜପୁରର ବିଞ୍ଝାରପୁର,ଭଦ୍ରକର ଚାନ୍ଦବାଲି ,ପିପିଲି,କଣସାଠାରୁ ଆରମ୍ଭ କରି
Read more


