ସୋସୋ ସମବାୟ ସମିତିକୁ କେନ୍ଦୁଝରର ଶ୍ରେଷ୍ଠ ସମବାୟ ସମିତି ପୁରସ୍କାର

ହାଟଡିହି, – ୬୬ତମ ସମବାୟ ସପ୍ତାହ ପାଳନ ଅବସରରେ ସୋସୋ ସମବାୟ ସମିତିକୁ ୨୦୧୮/୧୯ରେ କେନ୍ଦୁଝର ଜିଲ୍ଲାର ଶ୍ରେଷ୍ଠ ସମବାୟ ସମିତି ଭାବେ ପୁରସ୍କୃତ କରାଯାଇଛି ।

Read more

Advertisement

ଏବେ ଏବେ