ସୌଦାମିନୀ ହତ୍ୟା ଘଟଣାରେ ପ୍ରଶାସନର ବିଫଳତାକୁ ନେଇ ୧୭ ତାରିଖ ଦିନ ପାରଳାଖେମୁଣ୍ଡି ଠାରେ ବନ୍ଦ ପାଳନ ନିଷ୍ପତ୍ତି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ନବୋଦୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ସୌଦାମିନୀର ହତ୍ୟା ଘଟଣା ପ୍ରତିବାଦରେ ଜିଲ୍ଲାପାଳଙ୍କ ଅଫିସ ସମୁଖରେ ଚାଲୁ ରହିଥିବା ରିଲେ ଅନଶନ ଆଜି
Read more


