ସ୍ୱଚ୍ଛ ଓ ପ୍ରଦୂଷଣମୁକ୍ତ ବୋଇତ ବନ୍ଦାଣର ସନ୍ଦେଶ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଜି ହେଉଛି ପବିତ୍ର କାର୍ତ୍ତିକ ପୁନେଇଁ । ଉତ୍କଳୀୟ ପରମ୍ପରାରେ ସାଧବ ପୁଅର ନୌବାଣିଜ୍ୟର ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ଦିନଟିଏ ।

Read more

Advertisement

ଏବେ ଏବେ