ସ୍ୱାଭିମାନ ଅଞ୍ଚଳ ଦୁର୍ଗମ ଗାଁ ରେ ଖେଳ ପଡ଼ିଆ ନଥିବାରୁ ସ୍କୁଲ ଛୁଟିରେ ପିଲା ଗଡ଼ାଣି ପାହାଡ଼ରେ ଟିଣ ଉପରେ ବସି ଖେଳୁଛନ୍ତି ଖସଡ଼ା
ଚିତ୍ରକୋଣ୍ଡା, (ବିମଳ କିଶୋରେ ମିଶ୍ର):ବିଶ୍ୱାସ ମନେ ନହେଉଥିଲେ ମଧ୍ୟ ସତ ଆନ୍ଧ୍ର ଓଡିଶା ସୀମାନ୍ତ ନକ୍ସଲ ଉପଦୃତ ଆଦିବାସୀ ବହୁଳ ମାଓ ପ୍ରବଣ ଉପାନ୍ତ ମାଲକାନଗିରି ଜିଲା
Read more


