୨୨ଦିନ ପରେ ଜଙ୍ଗଲ ରୁ ଯୁବକ ଙ୍କ ଗଳିତ ମୃତ ଦେହ ଉଦ୍ଧାର କଲା ପୋଲିସ

ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଖରୀକୁଟିଗାଁ ନିକଟ ଜଙ୍ଗଲ ରୁ ନିଖୋଜ ଯୁବକ ଙ୍କ ଗଳିତମୃତ ଦେହ ଉଦ୍ଧାର କରିଲା ମୋହନା ପୋଲିସ

Read more

Advertisement

ଏବେ ଏବେ