୨୨ଦିନ ପରେ ଜଙ୍ଗଲ ରୁ ଯୁବକ ଙ୍କ ଗଳିତ ମୃତ ଦେହ ଉଦ୍ଧାର କଲା ପୋଲିସ

ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଖରୀକୁଟିଗାଁ ନିକଟ ଜଙ୍ଗଲ ରୁ ନିଖୋଜ ଯୁବକ ଙ୍କ ଗଳିତମୃତ ଦେହ ଉଦ୍ଧାର କରିଲା ମୋହନା ପୋଲିସ ଘଟଣା ରୁ ପ୍ରକାଶ ମୁକ୍ତିନଗର ଗାଁର ଜିସାୟନାୟକ୨୨ସେ ଗତ୧୮ ତାରିଖରେ ଘର ଛାଡି କୁଆଡେ ଚାଲି ଯାଇଥିଲେ ବହୁ ଖୁଜା ଖୁଜି ପରେ ଆଜି ଖାରିକୁଟି ଗାଁଓପାଲାଡ଼ାଗାଁ ଯିବା ଜଙ୍ଗଲ ରାସ୍ତା ରେ ଏକ ଡ଼ାମଣାଗଛ ରେ ବେଲ୍ଟ ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି ଘଟଣା ସ୍ଥଳରେ ତାଙ୍କ ବେକ ଯୁତା ପଡିଛି ପୋଲିସ ଘଟଣା ର ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ସୁଜିତ କୁମାର ନାୟକ କହିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ