୪କୋଟି ୫୯ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବ ସମରଝୋଳ ପୋଖରୀର ସୌନ୍ଦର୍ଯ୍ୟକରଣ : ଶିଶୁ ଉଦ୍ୟାନ, ଫୁଡ଼୍ ପାର୍କ ସାଙ୍ଗକୁ ବୋଟିଂର ମଜା ନେବେ ଦର୍ଶକ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀର ବିକାଶ ସକାଶେ ସର୍ବଦା ତତ୍ପର ରହିଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ବ୍ଳକ
Read more


