କେନ୍ଦ୍ରାପଡା ତୁଳସୀକ୍ଷେତ୍ରରେ ଅକ୍ଷୟ ତୃତୀୟା

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ତୁଳସୀ କ୍ଷେତ୍ରରେ ଅକ୍ଷୟ ତୃତୀୟା ନୀତି ପାଳିତ ହୋଇଯାଇଛି। ସୋମବାର ଠାରୁ ୨୧ ଦିନ ବ୍ୟାପୀ ଚନ୍ଦନ ଯାତ୍ରାରେ ବିଜେ ପ୍ରତିମା ସାମିଲ ହେବେ।

Read more

Advertisement

ଏବେ ଏବେ