ଆନନ୍ଦପୁରରେ ଦିନକୁ ଦିନ ଦୁର୍ବଳ ହେଉଛି ବିଜେଡି: ଶଙ୍ଖ ଛାଡି ପଦ୍ମ ଧରିଲେ ଯୁବ ସରପଞ୍ଚ ଓ ୫୦ରୁ ଉର୍ଦ୍ଧ ସମର୍ଥକ
ହାଟଡିହି (ଓ୍ବାଇଏନଏସ): ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ବିଜେପି ସୁଦୃଢ ହେବାରେ ଲାଗିଛି। ଏକଦା ବିଜେଡିର ଦୁର୍ଗ ସାଜିଥିବା ଏହି ନିର୍ବାଚନ ମଣ୍ଡଳୀରେ ଏବେ ଦୁର୍ବଳ
Read more


