ପାଇପ ମରାମତି ପାଇଁ ଖୋଳିଥିଲା ଗାତ: ଗାତରେ ପଡି ଶିଶୁ ମୃତ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଝଣଝଣା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ମେଗା କମ୍ପାନୀର ଅପରିଣାମ ଦର୍ଶିତା ପାଇଁ ଚାଲି ଯାଇଛି ୨ବର୍ଷୀୟ ନିଷ୍ପାପ ଶିଶୁର ଜୀବନ।
Read moreହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଝଣଝଣା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ମେଗା କମ୍ପାନୀର ଅପରିଣାମ ଦର୍ଶିତା ପାଇଁ ଚାଲି ଯାଇଛି ୨ବର୍ଷୀୟ ନିଷ୍ପାପ ଶିଶୁର ଜୀବନ।
Read more