ଅସ୍ତ୍ରୋପଚାର ମାଧ୍ୟମରେ ଲିଙ୍ଗ ପରିବର୍ତ୍ତନ ପରେ ଭୂସଂପତ୍ତି ପ୍ରମାଣପତ୍ରରେ ସଂଶୋଧନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ, (ଓ୍ବାଇଏନଏସ): ଅସ୍ତ୍ରୋପଚାର ମାଧ୍ୟମରେ ଲିଙ୍ଗ ପରିବର୍ତ୍ତନ କରି ମହିଳାରୁ ପୁରୁଷ ହୋଇଥିବା ତଥା ନାମ ବଦଳାଇଥିବା ବ୍ୟକ୍ତିଙ୍କ ସଂକ୍ରାନ୍ତୀୟ ନୂତନ ତଥ୍ୟ ଭୂସଂପତ୍ତି ରେକର୍ଡରେ ଉଲ୍ଲେଖ
Read more


