ନବନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ଡାକରା: ବାଲେଶ୍ୱର ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ବାଲେଶ୍ୱର,(ସରୋଜ ପଣ୍ଡା): ସଂପ୍ରତି ରାଜ୍ୟ ସରକାରଙ୍କ ଚାଷୀମାରଣ ଏବଂ ବିଭିନ୍ନ ଜନବିରୋଧୀ ନିଷ୍ପତ୍ତିର ପ୍ରତିବାଦରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା
Read more


