କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ନାହିଁ ସିସିଟିଭି : ପରୀକ୍ଷା ପରିଚାଳନାକୁ ନେଇ ଉଠିଲା ପ୍ରଶ୍ନ
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଏବେ ବହୁ ଚର୍ଚ୍ଚାରେ। କାରଣ ଏହି ମହାବିଦ୍ୟାଳୟରେ ଚାଲିଥିବା +୨ ବାର୍ଷିକ ପରୀକ୍ଷା କେନ୍ଦ୍ରରେ ସି.ସି. ଟିଭି ବ୍ୟବସ୍ଥା
Read more


