ରେଭେନ୍ସା ବିଶ୍ୱବିଦ୍ୟାଳୟରେ କର୍ତ୍ତୃପକ୍ଷଙ୍କ ଅପାରଗତା ପ୍ରତିବାଦରେ ଅଧ୍ୟାପକ -ଅଧ୍ୟାପିକାଙ୍କ ଆନ୍ଦୋଳନ
କଟକ, (ଓ୍ବାଇଏନଏସ): ରେଭେନ୍ସା ଭଳି ବିଶ୍ୱବିଦ୍ୟାଳୟରେ ସରକାରୀ ପାଣ୍ଠି ବିନିଯୋଗ କରିପାରୁନାହାନ୍ତି କର୍ତ୍ତୃପକ୍ଷ । ବିଶ୍ବବିଦ୍ୟାଳୟ ଭିତ୍ତିଭୂମିର ବିକାଶ ପାଇଁ ସରକାର ଦେଇଥିବା ୧୭ କୋଟି ଟଙ୍କା
Read more


