ସାମ୍ବାଦିକ ସମ୍ମିଳନୀରେ ନାଜିଆ ଏଲାହି ଖାନଙ୍କ ମତବ୍ୟକୁ ବିରୋଧ: ମୁସଲିମ ଜମାତ ତରଫରୁ ଥାନାରେ ଏଫ୍ଆଇଆର୍
ଧାମନଗର (ଓ୍ବାଇଏନଏସ): ଧାମନଗର ମୁସଲିମ ଜମାତ ତରଫରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନାଜିଆ ଏଲାହି ଖାନଙ୍କ ମତବ୍ୟକୁ ବିରୋଧ:ମୁସଲିମ ଜମାତ ତରଫରୁ ଥାନାରେ ଏଫ୍ଆଇଆ ଦିଆଯାଇଛି।
Read more


