ଅମଲା କାମରୁ ହଟିବେ ସିପାହୀ, ମେ’ ୩୧ ସୁଦ୍ଧା ବାଟାଲିୟନ୍‌କୁ ଫେରିବାକୁ ନିର୍ଦ୍ଦେଶ

କଟକ, (ଓ୍ବାଇଏନଏସ): ପୁଲିସ ମୁଖ୍ୟାଳୟଠୁ ଆରମ୍ଭ କରି ବିଭିନ୍ନ ଏଷ୍ଟାବ୍ଲିସ୍‌ମେଣ୍ଟ୍ ଓ ୟୁନିଟ୍ ଆଦିରେ ବର୍ଷବର୍ଷ ହେଲା ଅମଲାଙ୍କ ପାଖରେ ରହି ଫାଇଲ୍ ବୋହୁଥିବା ସିପାହୀମାନେ ହଟିବେ

Read more

Advertisement

ଏବେ ଏବେ