କଳହାଣ୍ଡି ଜିଲ୍ଲାରେ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭବାନୀପାଟଣା, (ଓ୍ବାଇଏନ୍ଏସ୍):ରାଜ୍ୟରେ ମହାମାରୀର ପ୍ରକୋପ ବଢୁଥିବାବେଳେ କଳହାଣ୍ଡି ଜିଲ୍ଲାରେ କାୟା ବିସ୍ତାର କରିବାରେ ଲାଗିଛି କୋରୋନା । ଜିଲ୍ଲାରେ ଶନିବାର ଆଉ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଗୋଟିଏ ଦିନରେ ୧୬ ଜଣ ପଜିଟିଭ ଚିହ୍ନଟ ହେବା ପ୍ରଶାସନର ଚିନ୍ତା ବଢାଇ ଦେଇଛି ।ଚିହ୍ନଟ ନୂଆ ୧୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଜଣ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି । ପଜିଟିଭଙ୍କ ମଧ୍ୟର ଜଣେ କୋରୋନା ଯୋଦ୍ଧା ଥିବା ଜଣାପଡିଛି । କୋରୋନା ଯୋଦ୍ଧା ଲାଞ୍ଜିଗଡ଼ ଟିଏମସିରେ ଡିୟୁଟିରେ ଥିବାବେଳେ ଅନ୍ୟ ଆକ୍ରାନ୍ତ ପ୍ରବାସୀ ସେହି ଟିଏମସିରେ ରହୁଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ