ଅଲଗା ହେବ ଯୁକ୍ତ ଦୁଇ
ରାଜ୍ୟସରକାର ଯୁକ୍ତ୨ ପାଠ୍ୟକ୍ରମରେ ରେ ସଂସ୍କାର ଆଣିବା ପାଇଁ ଅନେକ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । ଆଉ ଏବେ ଯୁକ୍ତ ତିନିରୁ ଅଲଗା ହେବ ଯୁକ୍ତ ଦୁଇ । ଏହା ସହିତ ଯୁକ୍ତ ଦୁଇ ପାଠ୍ୟକ୍ରମ ପାଇଁ ମଧ୍ୟ ନୂଆ ନିଯୁକ୍ତି ଦିଆଯିବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ନୂଆ ବ୍ୟବସ୍ଥା କରାଯାଉଛି । ଏହି ନୂତନ ନୁଯୁକ୍ତି ପ୍ରକ୍ରିୟା ୩ ବଷ ର୍ ଧରି ତାଲିବ ବୋଲି ସେ କହିଛନ୍ତି । ଶୁକ୍ରବାର ଲୋକସେବା ଭବନରେ ବସିଥିବା ଗୁରୁତ୍ତପୂର୍ଣ୍ଣ ବୈ÷ଠକରେ ନିସ୍ପତି ନିଆଯାଇଛି ।


