ଆଇଏଚ୍‌ସିଏଲ୍ ପକ୍ଷରୁ ଉତର-ପୂର୍ବଭାରତରହୋଟେଲ୍‌ଗୁଡ଼ିକ ପାଇଁ ସ୍ୱତନ୍ତ୍ର ନୂଆବର୍ଷ ଅଫର ଘୋଷଣା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଟାଟା ଗ୍ରୁପ୍‌ର ହୋଟେଲ୍‌ ବ୍ୟବସାୟ ସଂସ୍ଥା ଇଣ୍ଡିଆନ ହୋଟେଲ୍‌ସ କଂପାନି ଲିମିଟେଡ୍ (ଆଇଏଚ୍‌ସିଏଲ୍‌)ର ଦାର୍ଜଲିଂରେ ଥିବା ତାଜ୍‌ ଚିଆକୁଟୀର ରିସୋର୍ଟସ୍ ଆଣ୍ଡ୍‌ସ୍ପା, ତାଜଗୁରାସ୍‌କୁଟୀରରିଜୋର୍ଟସ୍ ଆଣ୍ଡ୍‌ସ୍ପାଏବଂଭିଭାନ୍ତାସିକିମ୍‌, ପାକ୍‌ୟଙ୍ଗ୍‌ରେଚଳିତବର୍ଷଡିସେମ୍ବର ୨୨ରୁ ନୂଆବର୍ଷ ଅଫର ଆରମ୍ଭ ହୋଇଛି ଯାହା ୨୦୨୪ ଜାନୁଆରି ୭ ପର୍ଯ୍ୟନ୍ତ ଚାଲିବ । ତାଜ୍‌ଚିଆକୁଟୀରରିସୋର୍ଟସ୍ ଆଣ୍ଡ୍‌ସ୍ପାରେରାତି ପିଛା ୨୬,୦୦୦ ଟଙ୍କାସହିତଜିଏସ୍‌ଟି ପ୍ୟାକେଜ୍‌, ୨୦୨୩ ଡିସେମ୍ବର ୩୧ରେ ବ୍ୟକ୍ତିପିଛା ୧୨,୦୦୦ ଟଙ୍କା ପ୍ୟାକେଜ୍‌ରହିଛି ।ସେହିପରିତାଜଗୁରାସ୍‌କୁଟୀରରିଜୋର୍ଟସ୍ ଆଣ୍ଡ୍‌ସ୍ପାରାତି ପିଛାଡିଲକ୍ସରୁମ୍‌ସରମୂଲ୍ୟ ୩୦,୦୦୦ ଟଙ୍କାସହଜିଏସ୍‌ଟିରହିଛି । ୨୦୨୩ ଡିସେମ୍ବର ୩୧ରେ ବ୍ୟକ୍ତି ପିଛା ୨୫୦୦ ଟଙ୍କାର ପ୍ୟାକେଜ୍‌ରହିଛି ।ଭିଭାନ୍ତାସିକିମ୍‌, ପାକ୍‌ୟଙ୍ଗ୍‌ରେରାତି ପିଛା ୯,୯୯୯ ଟଙ୍କାସହିତଜିଏସ୍‌ଟି ପ୍ୟାକେଜ୍‌ରହିଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ