କେନ୍ଦ୍ରାପଡ଼ା ଆଇସୋଲେସନରେ ନିଜାମୁଦିନରୁ ଫେରିଥିବା ୨ ସଂଖ୍ୟାଲଘୁ ବ୍ୟକ୍ତି 01/04/202001/04/2020 yugabdha 0 Comments ଆଇସୋଲେସନରେ ନିଜାମୁଦିନରୁ ଫେରିଥିବା ୨ ସଂଖ୍ୟାଲଘୁ ବ୍ୟକ୍ତି କେନ୍ଦ୍ରାପଡା : ଦିଲ୍ଲୀସ୍ଥିତ ନିଜାମୁଦିନର ଏକ ଧର୍ମ ସମ୍ମିଳନୀରେ ଯୋଗଦେଇ କେନ୍ଦ୍ରାପଡା ଫେରିଥିବା ଆଳି ବ୍ଲକ ଓ କେନ୍ଦ୍ରାପଡା ବ୍ଲକ ଅଂଚଳର ୨ ସଂଖ୍ୟାଲଘୁ ସଂପ୍ରଦାୟ ବ୍ୟକ୍ତିଙ୍କୁ ପଞ୍ଜିକୃତ କରାଯିବା ସହିତ ସେମାନଙ୍କୁ ହୋମ ଆଇସୋଲେସନରେ ରଖାଯାଇଥିବା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । Spread the love