ଆର୍ନ୍ତଜାତିକ କ୍ରିକେଟ କୁ ଅଲବିଦା କଲେ ସୋହେବ ମଲ୍ଲିକ

ପାକିସ୍ତାନ କ୍ରିକେଟ ର ସୋହେବ ମଲ୍ଲିକ ଆସନ୍ତା କାଲି ଦିନିକିଆ କ୍ରିକେଟ କୁ ବାଏ ବାଏ କରିଛନ୍ତି । ଇଂଲଣ୍ଡ ରେ ଚାଲିଥିବା ଚଳିତ ବିଶ୍ୱକପରେ ଶେଷ ମ୍ୟାଚ ବାଙ୍ଗାଲାଦେଶ ସହିତ ଖେଳିବା ପରେ ଅବସର ଘୋଷଣା କରିଛନ୍ତି ଏହି ଭେଟରାନ କ୍ରିକେଟର । ସୂଚନା ଅନୁସାରେ ସେ ତାଙ୍କର ଶେଷ ଲିଗ ମ୍ୟାଚ ଭାରତ ବିପକ୍ଷରେ ଖେଳିଥିଲେ । ବାଙ୍ଗଲାଦେଶ ବିପକ୍ଷରେ ୧୧ ଜଣିଆ ଦଳ ରେ ସାମିଲ ହୋଇନଥିଲେ । ଏହି ମ୍ୟାଚ ସରିବାର କିଛି ସମୟ ପରେ ଟ୍ୟୁଟରରେ ଅବସର କଥା ଘୋଷଣା କରିଛନ୍ତି ସୋହେବ ।ସେ ୨୮୭ ଟି ଦିନିକିଆ ଖେଳି ୭୫୩୪ ରନ ସଂଗ୍ରହ କରିଥିଲା ବେଳେ ଏଥିରେ ୯ ଟି ଶତକ ୪୪ ଅର୍ଦ୍ଦଶତକ ସାମିଲ ଅଛି ତା ସହିତ ବୋଲିଂ ରେ ସେ ୧୫୮ ଟି ୱିକେଟ ହାସଲ କରିଛନ୍ତି । ଏହା ପୂର୍ବରୁ ସୋହେବ ୨୦୧୫ ରେ ଟେଷ୍ଟ କ୍ରିି୍କେଟ ରୁ ଆବସର ନେଇଛନ୍ତି । ଏବେ ସେ ଟି-୨୦ ଫରମାଟ ରେ ଖେଳିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ