ଉଦ୍ୟମ ପକ୍ଷରୁ ନଭେମ୍ବର ୬ରେ ସ୍ୱେଛାକୃତ ରକ୍ତଦାନ ଶିବିର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ସ୍ୱେଛାସେବୀ ଅନୁଷ୍ଠାନ ଉଦ୍ୟମ ପକ୍ଷରୁ ଆସନ୍ତା ନଭେମ୍ବରମାସ ୬ତାରିଖରେ ସ୍ଥାନୀୟ ଗରାପୁରସ୍ଥିତ ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ଆଶ୍ରମ ପରିସରରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ଇଛୁକ ବ୍ୟକ୍ତିବିଶେଷମାନେ ଶିବିରରେ ପହଞ୍ଚି ରକ୍ତଦାନରେ ସାମିଲ ହେବାକୁ ଉଦ୍ୟମ ଅନୁଷ୍ଠାନ ପକ୍ଷରୁ ବିଶ୍ୱକାନ୍ତ ବିଶ୍ୱାଳ, ସରୋଜକାନ୍ତ ସାହୁ ଓ ପ୍ରଶାନ୍ତ ଆଚାର୍ଯ୍ୟ ପ୍ରମୁଖ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ