ଉନ୍ନୟନ ମୂଳକ କ।ର୍ଯ୍ୟର ତଦ।ରଖ କଲେ ଜିଲ୍ଲ।ପ।ଳ
ହିଂଜିଳିକ।ଟୁ, (ଶେଷଦେବ ସ।ହୁ): ଗଂଜ।ମ ଜିଲ୍ଲ।ପ।ଳ ବିଜୟ ଅମୃତ। କୁଲ।ଙ୍ଗେ ମଙ୍ଗଳବ।ର ଅପର।ହ୍ନରେ ହିଂଜିଳିକ।ଟୁ ବ୍ଳକ ଗ୍ରସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କ।ର୍ଯ୍ୟର ତଦ।ରଖ କରିଛନ୍ତି । ମଙ୍ଗଳବବ।ର ଅପର।ହ୍ନରେ ସ୍ଥ।ନୀୟ ବ୍ଳକ ଶ।ସନ ଆମ୍ବଗ।ଁ ସ୍ଥିତ ଓଡ଼ିଶ। ଆଦର୍ଶ ବିଦ୍ୟ।ଳୟରେ ପଂହଚି ବିଦ୍ୟ।ଳୟ ପରିଦର୍ଶନ କରିବ। ସହ ଣ୍ଟ୨ ବିଞ୍ଜ।ନ ଶିକ୍ଷ।ର୍ଥୀ ମ।ନଙ୍କ ସହ ପ।ଠ୍ୟକ୍ରମ ସର୍ମ୍ପକରେ ଆଲୋଚନ। କରିଥିଲେ । ବିଦ୍ୟ।ଳୟ ଛ।ତ୍ରୀ ନିବ।ସ କ।ର୍ଯ୍ୟ ଅସମ୍ପୁର୍ଣ୍ଣ ଥିବ।ରୁ କ।ର୍ଯ୍ୟ ଶୀଘ୍ର ସମ।ପନ କରିବ।କୁ ଗ୍ର।ମ୍ୟ ଉନ୍ନୟନ ବିଭ।ଗୀୟ ଅଧିକ।ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଦ୍ୟ।ଳୟର ଅନ୍ୟ।ନ ଅସୁବିଧ। ସମ୍ପର୍କରେ ତୁରନ୍ତ ଦୃଷ୍ଟି ଆର୍କଷଣ କରିବ। ସକ।ଶେ ବିଡ଼ିଓ ଓ ବିଦ୍ୟ।ଳୟର ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରବର୍ତି ସମୟରେ ହିଂଜିଳିକ।ଟୁ ପୌର।ଂଚଳକୁ ଆସି କେନ୍ଦ୍ରୀୟ ବିଦ୍ୟ।ଳୟ ପରିଚ।ଳନ। କମିଟି ବୈଠକରେ ଯୋଗଦେଇ ବିଦ୍ୟ।ଳୟର ବିଭିନ୍ନ ସମସ୍ୟ।ର ସମ।ଧ।ନ ସକ।ଶେ ସମ୍ପର୍କରେ ଆଲୋଚନ। କରିଥିଲେ । ହିଂଜିଳିକ।ଟୁ ସହରରେ ନିର୍ମ।ଣଧିନ ଥିବ। ବସ୍ ଟର୍ମିନ।ଲ, ଭେଣ୍ଡିଂଜୋନ, ସଂସ୍କୃତି ବିଭ।ଗ ପକ୍ଷରୁ ବର।ହୀ ପ।ହ।ଡ଼ ଉପରେ ଚ।ଲିଥିବ। ବିଭିନ୍ନ ଉନ୍ନତି ମୂଳକ କ।ର୍ଯ୍ୟର ସମୀକ୍ଷ। କରିଥିଲେ । ହିଂଜିଳିକ।ଟୁ ପୌର।ଂଚଳ ଗ୍ରସ୍ତ କ।ର୍ଯ୍ୟକ୍ରମ ଶେଷ କରି ସ୍ଥ।ନୀୟ ବ୍ଳକ ଭ।ବନ୍ଧ, ସୂର୍ଯ୍ୟନ।ର।ୟଣପୁର ଗ୍ର।ମକୁ ଯ।ଇ ସଂପୃକ୍ତ ଅଂଚଳର ବହୁ ଉନ୍ନତିକରଣ ଯୋଜନ। ଏବଂ ଜନସ।ଧ।ରଣଙ୍କ ବିଭିନ୍ନ ସମସ୍ୟ। ସମ୍ପର୍କରେ ଗ୍ର।ମବ।ସୀଙ୍କ ସହ ଆଲୋଚନ। କରିଥିଲେ । ଜିଲ୍ଲ।ପ।ଳଙ୍କ ଗ୍ରସ୍ତ ସମୟରେ ଜିଲ୍ଲ। ଶିକ୍ଷ।ଧିକ।ରୀ ଡ଼ଃ. ସନ।ତନ ପଣ୍ଡ।, ହିଂଜିଳିକ।ଟୁ ତହସିଲଦ।ର ଗୋପିନ।ଥ କୁଅଁର, ବିଡ଼ିଓ ପ୍ରସନ୍ନ କୁମ।ର ପ।ତ୍ର, ଗୋଷ୍ଠୀ ଶିକ୍ଷ।ଧିକ।ରୀ ବସନ୍ତ କୁମ।ର ପଣ୍ଡ।ଙ୍କ ସମେତ ବହୁ ବିଭ।ଗୀୟ ଅଧିକ।ରୀ ଉପସ୍ଥିତ ଥିଲେ ।