ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ

ଅନୁଗୋଳ :ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଅଁରପାଳ ୟୁକୋ ବ୍ୟାଙ୍କ ଏଟିଏମ ଭାଙ୍ଗି ଦୁର୍ବୃତ୍ତ ମାନେ ଚୋରୀ କରିବା ଉଦ୍ଧେଶ୍ୟରେ ଆସି ବିଫଳ ହୋଇଛନ୍ତି କ୍ଷ ମିଳିଥିବା ସୂଚନା ମୁତାବକ ବଅଁରପାଳ ୟୁକୋ ବ୍ୟାଙ୍କ ଏଟିଏମ ରୁ ଟଙ୍କା ଚୋରି କରି ନ ପାରି ବୁଧବାର ରାତିରେ ଏଥିମଧ୍ୟରୁ ତିନୋଟି ସି ସି କ୍ୟାମେରା ଓ ଦୁଇଟି ବ୍ୟାଟେରୀ ନେଇ ପଳାଇଥିଲେ କ୍ଷ ଏ ନେଇ ବଅଁରପାଳ ଥାନାରେ ଏକ ମାମଲା ରୁଜୁ କରିଥିବା ଜଣା ପଡିଛି କ୍ଷ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ