ଏସବିଆଇ ତରଫରୁ ୱାଲକାଥନ୍ ଅନୁଷ୍ଠିତ
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍) : ବ୍ରହ୍ମପୁର ଆଂଚଳିକ ଶାଖା ଷ୍ଟେଟ୍ ବ୍ୟାଙ୍କ ତରଫରୁ ୱାଲକଥନ ଗୋପାଳପୁର ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମକୁ ସୋନି ଗର୍ଗ, ମୋନାଜିତ ପାୱଲ ,ମୁକୁଲ କୁମାର ସକ୍ସେନା ,ରାଜିବ ଦତ୍ତ, ଏସ୍ ଏସ୍ ବୈରାଗୀ , ଶ୍ରୀ ହରିହର ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏଥିରେ ବିଭିନ୍ନ ବ୍ୟାଙ୍କରୁ ୧୨୦ କର୍ମଚାରୀ ଯୋଗ ଦେଇଥିଲେ ।


