କେନ୍ଦ୍ରାପଡା : କଂସାର ପଂଚାୟତର ବିଜେଡି ସଭାପତି ଭାବେ ଗଣେଶ୍ୱର ନାୟକଙ୍କୁ ମନୋନ୍ୱିତ କରାଯାଇଥିବାରୁ ସେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଓ ବ୍ଲକ ବିଜେଡି ସଭାପତି ଆଲୋକ ସାହୁଙ୍କୁ କୃତଜ୍ଞତା ଜଣାଇଛନ୍ତି । ପଂଚାୟତ ସଭାପତି ନାୟକଙ୍କୁ କଂସାର ପଂଚାୟତର ବିଜେଡି କର୍ମୀମାନେ ଶୁଭେଛା ଜଣାଇଛନ୍ତି ।