କମେଡିଆନ ଖୋଜ ଆରମ୍ଭ

(ଯୁଗାବ୍ଦ ନ୍ୟୁଜ) କମେଡି ବିସ୍ମୟ ପାଇଁ ଷ୍ଟର୍ଲିଙ୍ଗ ରିଜର୍ଭ କମେଡି ପ୍ରୋଜେକ୍ଟ (ଏସଆରସିପି) ସହିତ ରାଷ୍ଟ୍ର ବ୍ୟାପୀ ଖୋଜ ଲଂଚ କରିଛନ୍ତି । ଦେଶରେ ଥିବା ସବୁଠୁ ମଜାଦାର ଏବଂ ସର୍ବାଧିକ – ମନୋରଞ୍ଜନକାରୀ ଷ୍ଟାଣ୍ଡ-ଅପ କମେଡିଆନ ଖୋଜିବା ପାଇଁ ହେଉଥିବା ଏହି ଅସାଧାରଣ ପ୍ରତିଭା ଖୋଜରେ ସାରା ଦେଶର ଉଚ୍ଚାକାଂକ୍ଷୀ କମେଡିଆନ ମାନେ ଭାଗ ନେଇପାରିବେ । ଏହି ଖୋଜ ପାଇଁ ହୋଷ୍ଟ, ମେଂଟର ଏବଂ ରାଜଦୂତ ଭାବେ ପ୍ରସିଦ୍ଧ ଷ୍ଟାଣ୍ଡ-ଅପ କଳାକାର ବରୁଣ ଠାକୁର ଭାଗ ନେଉଛନ୍ତି । ଏହି ଖୋଜରେ ନାମାଙ୍କନ କରିବା ପାଇଁ ପ୍ରତିଯୋଗୀ ମାନେ ଷ୍ଟର୍ଲିଙ୍ଗ ରିଜର୍ଭ କମେଡି ପ୍ରୋଜେକ୍ଟ ସାଇଟ (https://www.comedycentral.in/srcp) ରେ ଲଗଅନ କରିବା ଦରକାର । ଏକ ସରଳ ଆବେଦନ ଫର୍ମ ଭର୍ତି କରିବେ ଏବଂ ଏକ ମୌଳିକ ଅଡିସନ ଭିଡିଓ ଜମା କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ