କରୋନା ସମୟର ପିତୃ ବିରୟୋଗ ସତ୍ଵ ଜିଲ୍ଲାପାଳଙ୍କ କାର୍ଜ୍ୟ ଓଡିଶା ବାସୀଙ୍କ ପାଇଁ ପେରଣା : ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର : କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନିଙ୍କ ପିତୃ ବିୟଗ ଖବର ପାଇ ଦୁଃଖ ପ୍ରକାସ କରିଛନି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏ ନେଇ ଜିଲ୍ଲାପାଳଙ୍କ ସହ ଫୋନ ରେ ତାଙ୍କ ସହ କଥା ହୋଇ ତାଙ୍କୁ ସାନ୍ତ୍ୱନା ଜଣାଇଛନ୍ତି । ଏଠି ସହ ଟ୍ୱିଟ୍ କରି କହିଛନ୍ତି ୟେ କଟକ ଜିଲ୍ଲାପାଳ ଚଇନିଙ୍କ ପିତୃ ଖବର ଶୁଣି ମୁ ମର୍ମାହତ ଓ ଦୁଃଖିତ । ତାଙ୍କ ସହିତ ଫୋନ ରେ କଥା ହୋଇ ସାନ୍ତ୍ୱନା ଜଣାଇବା ସହ ଆମର ଆତ୍ମାେ ର ସଦଗତି କାମନା କଲି । କରୋନା ଭଳି ଆହ୍ବାନ ସମୟରେ ଶ୍ରୀ ଚଇନି ନିଜର ପିତାଙ୍କ ବିୟୋଗ ସମୟରେ ମଧ୍ୟ ନିଜର କର୍ତବ୍ୟ ଦେଖାଇ ନିଷ୍ଠାପର ଭାବେ ନିଜର କାର୍ଜ୍ୟ ସମ୍ପାଦନା କରୁଛନ୍ତି ତାହା ନିଛାୟା ଓଡିଶା ବାସୀଙ୍କୁ ପ୍ରେରଣାଦାଇ ହେବ ବୋଲି ପ୍ରକାଶ କରିଛନ୍ତି ।