କଳିଙ୍ଗ ହସପିଟାଲରେ ଡ୍ରଗ୍ସ ବିଭାଗ ପକ୍ଷରୁ ଚଢାଉ
ଭୂବନେଶ୍ୱର, କଳିଙ୍ଗ ହସପିଟାଲରେ ଅଚାନକ ସ୍ୱାସ୍ଥ ବିଭାଗର ଡ୍ରଗ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇ ୬ ଟି ସାମଗ୍ରୀ ଜବ୍ତ କରାଯାଇଛି । ଏହି ୬ ଟି ସାମଗ୍ରୀର ପରୀକ୍ଷା ରିପୋର୍ଟ ନଆସିବା ପର୍ଯ୍ୟନ୍ତ ହସପିଟାଲ କର୍ତ୍ତୁପକ୍ଷ ବ୍ୟବହାର କରିପାରିବେ ନାହିଁ । ମିଳିଥିବା ମିଳିଥିବା ସୂଚନା ଅନୁଯାୟୀ କଳିଙ୍ଗ ହସପିଟାଲରେ ନିମ୍ନ ମାନର େଓ÷ାଷଧ ରୋଗୀ ମାନଙ୍କୁ ଦେବାର ଜବତ ହୋଇଛି । ପୂର୍ବରୁ ବିଧାୟ୍ରକ ମୋହନ ଚରଣ ମାଝୀଙ୍କୁ କଳିଙ୍ଗ ହସପିଟାଲ କର୍ତ୍ତୁପକ୍ଷ ଦୁର୍ବ୍ୟବହାର କରିବା ଘଟଣାରେ କଳିଙ୍ଗ ହସପିଟାଲକୁ ଗୋଟିଏ ପରେ ଗୋଟିଏ ରାହୁ ଦଶା ଗୋଡାଇଛି ।


