ନବ ନିଯୁକ୍ତ କାଜୁ ନିଗମ ଅଧ୍ୟକ୍ଷଙ୍କୁ ଶୁଭେଛା

ନାଉଗାଁ : ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଜୁ ନିଗମ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି । ଏହି ଅବସରରେ ନାଉଗାଁ ବ୍ଳକ ଛାତ୍ର ବଜେଡି ସହିତ ଅମରେନ୍ଦ୍ର ଶୁଭେଛୁମାନଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି । ସେମାନେ ଅମରେନ୍ଦ୍ରଙ୍କ ଗୋପାଳସାଗରସ୍ଥିତ ବାସଭବନରେ ଭେଟି ଶୁଭେଛା ଜଣାଇବା ସହିତ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏଥିରେ ବ୍ଲକ ଛାତ୍ର ବିଜେଡି ସଭାପତି ପୃଥିରାଜ ମହାନ୍ତି, ଜ୍ଞାନରଂଜନ ସାହୁ, ବାପିନା ବିଶ୍ୱାଳ, ଲୋକନାଥ ଦାସ, ସ୍ୱରାଜ ପରିଜା ପ୍ରମୁଖ ଶୁଭେଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ