କାଜୁ, ବାଦାମ, ପିସ୍ତାବାଦାମ ଆଦି ଆମ ଶରୀର ପାଇଁ ଉପକାରୀ ହୋଇଥାଏ

କାଜୁ, ବାଦାମ, ପିସ୍ତାବାଦାମ ଆଦି ଆମ ଶରୀର ପାଇଁ ଉପକାରୀ ହୋଇଥାଏ । ଖାଦ୍ୟ ବିଶେଷଜ୍ଞ ଡ.ରାମ ଆଶିଷ କହିଛନ୍ତି ଯେ ନଟ୍ସକୁ ରୋଷ୍ଟ କରିବାଦ୍ୱାରା ତାର କେମିକାଲ କମ୍ପୋଜିସନ୍ ର ମାତ୍ରା ବଦଳିଯାଏ । ଏହାକୁ ଖାଇବାଦ୍ୱାରା ଶରୀର ର ବିଶେଷ କ୍ଷତି ହୋଇନଥାଏ, ମାତ୍ର ଏହାକୁ ଅତ୍ୟଧିକ ରୋଷ୍ଟ କଲେ ପୋଷକତ ୍ୱ କମିଯାଏ । ନଟ୍ସ ରେ ପଲିଅନ୍ସାଚୁରେଟେଡ୍ ଫ୍ୟାଟ୍ ରହିଥାଏ । ଅତ୍ୟଧିକ ରୋଷ୍ଟ କରିବା ଦ୍ୱାରା ଏହି ଫ୍ୟାଟ୍ ନଷ୍ଟ ହୋଇ ଏକ ହାନିକାରକ ରେଡିକାଲ୍ସ ରେ ପରିଣତ ହୁଏ ଏବଂ ଆମ ଶରୀରରେ ଥିବା ତନ୍ତୁ୍କୁ ନଷ୍ଟ କରିଦିଏ । ତେଣୁ ଆପଣ ଯଦି ନଟ୍ସ ଖାଇବାକୁ ପସନ୍ଦ କରନ୍ତି , ତେବେ ଏହାକୁ କ । ଖାଆନ୍ତୁ । ଏହା ଆପଣଙ୍କୁ ବିଶେଷ ଉପକାର ପ୍ରଦାନ କରିବ । ବାଦାମ କୁ ହାଲ୍କା ରୋଷ୍ଟ କରି ଖାଇପାରିବେ । ନଟ୍ସ ଖାଇବାଦ୍ୱାରା ମନରୋଗ ଦୂର ହୋଇଥାଏ ଏବଂ ଶରୀର ମଧ୍ୟ ସୁସ୍ଥ ରହିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ