କେନ୍ଦୁବାଡି ଉଚ୍ଚ ବିଦ୍ୟାଳୟର ବର୍ଷିକ ଉତ୍ସବ

ପୋଲସର। – ପୋଲସର। ବ୍ଲକ ଅନ୍ତର୍ଗତ କେନ୍ଦୁବ।ଡି ଶ୍ରୀ ର।ଧ।କୃଷ୍ଣ ସରକ।ରୀ ଉଚ୍ଚ ବିଦ୍ୟ।ଳୟର ବ।ର୍ଷିକ ଉତ୍ସବ ରବିବ।ର ଦିନ ଅନୁଷ୍ଟିତ ହୋଇଯ।ଇଛି।ଏହି ବ।ର୍ଷିକୋତ୍ସବରେ ସ୍ଥ।ନୀୟ ବିଧ।ୟକ ତଥ। ଜିଲ୍ଲ। ଯୋଜନ। ବୋର୍ଡ ଅଧ୍ୟକ୍ଷ ଶ୍ରୀକ।ନ୍ତ ସ।ହୁ ମୁଖ୍ୟ ଅତିଥି ଭ।ବେ ଯୋଗ ଦେଇ କ।ର୍ଯ୍ୟକ୍ରମକୁ ଉଦଘ।ଟନ କରିଥିଲେ । ବିଦ୍ୟ।ଳୟର ପ୍ରଧ।ନ ଶିକ୍ଷକ ବନମ।ଳୀ ମହ।ରଣ। ଅଧ୍ୟକ୍ଷତ। କରିଥିବ। ବେଳେ ସମ୍ମ।ନିତ ଅତିଥି ଭ।ବେ ସ୍ଥ।ନୀୟ ସରପଞ୍ଚ ବିଜୟ ସ୍ଵ।ଇଁ,ବୁଗୁଡ। ବ୍ଲକ ଉପ।ଧ୍ୟକ୍ଷ ଟୁକୁନ। ସ୍ଵ।ଇଁ, ଢୁଙ୍କ।ପଡ। ଉତ୍କଳ ଗ୍ର।ମ୍ୟ ବ୍ୟ।ଙ୍କ ପରିଚ।ଳକ ,ପୂର୍ବତନ ପ୍ରଧ।ନ ଶିକ୍ଷକ ପ୍ରଫୁଲ ଚନ୍ଦ୍ର ପ।ଢ଼ୀ ଓ ଗୋପ।ଳ ଚନ୍ଦ୍ର ନ।ୟକ ପ୍ରମୁଖ ଯୋଗଦେଇଥିଲେ । କୃତିତ୍ୱ ଅର୍ଜନ କରିଥିବ। ଛ।ତ୍ର ଛ।ତ୍ରୀ ମ।ନଙ୍କୁ ଅତିଥି ବୃନ୍ଦ ପୁରସ୍କ।ର ପ୍ରଦ।ନ କରିଥିଲେ । ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ବେହେର। ଧନ୍ୟବ।ଦ ଅର୍ପଣ କରିଥିଲେ । ଶେଷରେ ଛ।ତ୍ର ଛ।ତ୍ରୀମ।ନଙ୍କ ଦ୍ୱ।ର। ସ।ସ୍କୃତିକ କ।ର୍ଯ୍ୟକ୍ରମ ପରିବେଷଣ କର।ଯ।ଇଥିଲ। ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ