କୋଭିଡ କ୍ୟାରରେ ବ୍ୟାପକ ଦୁର୍ନତି ତଦନ୍ତ କେବେ?

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ଆଦିବାସି ଇଲାକା ଏଠି ଅଧିକ ଟଙ୍କା ଆସେ ଉନତି ପାଇଁ ହେଲେ ଯନ୍ତ୍ରୀ ନିଜେ ଠିକାଦାର ସାଜି ଚଳୁକରି ନିଅନ୍ତି ଯେପରି କି ବିରାଡ଼ି ଲୁଚି ଲୁଚି କ୍ଷୀର ପିଉଛି କେହି ଜାଣିପାରିବେନି ରୋଗୀଙ୍କୁ ଚିକିଛା ଓ ସେମାନଙ୍କୁ ଭଲ ଖାଦ୍ୟ ଯୋଗାଇବା ପାଇଁ ରାଜ୍ୟ ସରକାର କଟିକଟି ଟଙ୍କା ଜିଲ୍ଲାପାଳଙ୍କ ଦ୍ୱାରା ଖର୍ଚ୍ଚ କରିଥାନ୍ତି ଜିଲ୍ଲାପାଳ ମାନେ ବ୍ଲକ ଅଧିକାରୀଙ୍କ ଦ୍ୱାରା ସେଇ ଟଙ୍କା ବ୍ଲକରେ ଥିବା କୋଭିଡ ମେଡ଼ିକାଲ ରେ ସବୁ ସୁବିଧା ଯୋଗାଇବା ପାଇଁ ଦେଇଥାନ୍ତି ଟଙ୍କା ହେଲେ ଏହାକୁ କେଉଁଦିଗରେ ଖର୍ଚ୍ଚ ହେଉଛି ତା କିଏ ଜାଣିଛି ଯେଉଁଘର ଦିନେ ବିଧାୟାକ ନିଜେ କହିଥିଲେ ନିମ୍ନ ମାନର କାମ ଓ ଠିକା ଦାରଙ୍କୁ ତାଗିତ କରିଥିଲେ ସେ ଘରଟି ଆଜି କରୋନା ରୋଗୀଙ୍କ ପାଇଁ କୋଭିଡ ମେଡ଼ିକାଲ ହୋଇଛି ଅଧାପାନ୍ତରା ରୋଷାଇ ଘର,ଅଧା ପଡିଛି ଲୁଗା ଧୋଇବା ଘର ଏପରିକି ୧୫ଲକ୍ଷ୍ୟ ଖର୍ଚ୍ଚ କରିବାକୁ ଆସିଥିବା ଟଙ୍କା କୁ କିଛି ଟେବୁଲ, ଜେନେଟର କିଣି ମୋଟା ଅଙ୍କର ବିଲ କରି ଚଳୁ କରି ନେଇଛନ୍ତି ଏପରିକି ରୋଗୀକୁ ବାହାରୁ ଖାଦ୍ୟଆଣି ଖାଇବାକୁ ଦିଆ ଯାଉଛି ତାହାଭି ୨ଟା ପରେ ବିଳମ୍ବରେ ଦିଆ ଯାଉଛି ଖାଇବା କାଳିଆପଟାରେ ଥିବା କୋଭିଡ଼ି କ୍ୟାରରେ ଦୁର୍ନୀତି ନ ସରୁଣୁ ଏବେ ପୁଣି ଟଙ୍କା ଲୁଟିବା ପାଇଁ ଗୁଣ୍ଡିମା ରେ ଖୁଲା ଯିବ କୋଭିଡ ମେଡ଼ିକାଲ ଏଠି ମଧ୍ୟ କେତେ ଟଙ୍କା ଚଳୁ ହେବ ତା ଦେଖିବାକୁ ବାକି ରହିଲା ଆଜି ଗୁଣ୍ଡିମା ଆଦର୍ଶ ବିଦ୍ୟାଳୟକୁ ଅଗ୍ନିଶମ ବିଭାଗ ଦ୍ୱାରା ସାନିଟାଇଜ କରିବା ସହ ଉକ୍ତ ଜାଗର ପରିଦର୍ଶନ କରିଛନ୍ତି ବିଡ଼ିଓ ବଂଶୀଧରଖୁସଲା, ମେଡ଼ିକାଲ ଟିମ ପଞ୍ଚିଥିଲେ କାଳିଆପଟା କୋଭିଡ଼ି କ୍ୟାରର ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ଯୋଗୁ ରୋଗୀଙ୍କ ପାଇଁ ଗୁଣ୍ଡିମାରେ ଅନ୍ୟ ଏକ କୋଭିଡକ୍ୟାର ମେଡ଼ିକାଲ ଖୋଲା ଯିବା ପାଇଁ ଜିଲ୍ଲାପାଳ ଅନୁମତି ଦେଇଛନ୍ତି ଅପର ପକ୍ଷ ଏତେ ଦୁର୍ନୀତି ହେଉଥିଲେ ମଧ୍ୟ କେମିତି ଜିଲ୍ଲାପାଳଙ୍କ ନଜର ପଡୁନି ଗତକାଲି ଆରଡ଼ିସି ମୋହନା ଗସ୍ତ ରେ ଆସି କାଳିଆପଟା ପରିଦର୍ଶନ କରିଥିଲେ କିପରି ଜାଣି ପାରିଲେନି ଦୁର୍ନୀତି ଉପରେ ନାସବୁ ଜାଣିଶୁଣି ଚୁପ ଯନ୍ତ୍ରୀଙ୍କ କୁମ୍ଭୀର କାନ୍ଦଣା ଦେଖି ସବୁ ଚୁପ ଏପରି ସ୍ଥଳେ ଯନ୍ତ୍ରୀ ଓ ଅଧିକାରୀ ଠିକାଦାର ମିଳିତରେ ଚଳୁ କରୁଛନ୍ତି ବୋଲି ଅଞ୍ଚଳରେ ବେସଚର୍ଚ୍ଚା ତେବେ ଜିଲ୍ଲାପଳାଙ୍କ ଏଥି ପ୍ରତି ନଜର କେବେ ପଡିବ ଆଉ ଦୋଷୀଙ୍କୁ ଦଣ୍ଡମିଳିବ ପ୍ରକାଶ ଥାଉକି ଜିଲ୍ଲାପାଳଙ୍କ ନିର୍ଦେଶ କୁ କୌଣସି ସରକାରୀ କର୍ମଚାରୀ ମାନେ ଗଞ୍ଜାମ ଜିଲ୍ଲା କୁ ଯିବେନି କିନ୍ତୁ ମୋହନା ବ୍ଲକର ସମସ୍ତ ଯନ୍ତ୍ରୀ ଯାଇ ଘରେ ସମୟ ବିତାଇ ଫେରୁଛନ୍ତି ଏଥିପ୍ରତି କଣ ସତରେ ନଜର ନାହିଁ କି?

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ