ଖଡିଆଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ମଧ୍ୟରେ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ

ନୂଆପଡ଼ା, (ଯୁଗାବ୍ଦ ନ୍ୟୁଜ):ନୂଆପଡ଼ା ଜିଲ୍ଲା ଖଡିଆଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ମଧ୍ୟରେ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲାପାଳ ମଧୁସୂଦନ ଦାଶ ଙ୍କ ଜିଲ୍ଲାପାଳ ଅଭିଯୋଗ ଶୁଣାଣୀ ରେ ଯୋଗ ଦେଇ । ପ୍ରଥମ ରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ଅଭିଯୋଗ ପାଇଁ ଆହ୍ବାନ କରିଥିଲେ। ଏହି ଶିବିର ରେ ଡ଼ ଧନଞ୍ଜୟ ଭୋଇ ଏବଂ ଅଳକା ନାଏକ ଯୋଗ ଦେଇ ବୟସ୍କ ନାଗରିକ ଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି। ବିଶେଷ କରି ଚକ୍ଷୁ,ନକ, ଗଲା ଭଳି ରୋଗ ଚିକିତ୍ସା କରିଥିବା ବେଳେ ତାଙ୍କୁ ଆବଶ୍ୟକ ମାଗଣା ଔଷଧ ବଣ୍ଟନ କରିଛନ୍ତି। ସେହିପରି ଉଚ୍ଚ ରକ୍ତ ଚାପ ଏବଂ ମଧୁମେହ ରୋଗ ପରୀକ୍ଷା କରିଛନ୍ତି। ଆବଶ୍ୟକ ପରାମର୍ଶ ଦେଇଥିବା ବେଳେ ନିୟମିତ ଔଷଧ ସେବନ ପାଇ ପରାମର୍ଶ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ