ଗଂଜାମ ରେ ଅହିଂସା ରଥ

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ୧୫୦ ତମ ଜୟନ୍ତୀ ପାଳନ ଅବସରରେ ଅହିଂସା କୁ ଭାରତୀୟ ସମ୍ବିଧାନର ମୂଖବନ୍ଧ ରେ ସ୍ଥାନିତ କରିବା ପାଇଁ ଜନସଚେତନତା ରଥ ଓ ଦସ୍ତଖତ ଅଭିଯାନ ଲାଗି ରଥ ରାଜ୍ୟରେ ପରିକ୍ରମା ଲାଗି ବାହାରିଛି । ଏହି ରଥ ଗଞ୍ଜାମ ରେ ପହଞ୍ଚିବା ପରେ ବିଭିନ ମହଲରୁ ସ୍ୱାଗତ କରାଜିଥିଲା  ବିଧାୟକ ସୁବାସ ଚନ୍ଦ୍ର ବେହେରା ଙ୍କ ନେତୃତ୍ୱରେ ଏହି ରଥ ରେ ଛତ୍ର ପୁର ବ୍ଲକ ଅଧ୍ୟକ୍ଷ ଧନଞ୍ଜୟ ରେଡି, ଯୁବନେତା ଶ୍ରୀକାନ୍ତ ମହାନ୍ତି, ଉମାକାନ୍ତ ରେଡି ପ୍ରମୁଖ ଉପସ୍ଥିତ ଥିଲେ । ଗଂଜାମ ଠାରେ ଗଂଜାମ ବି.ଇ.ଓ ସୁବାସ ଚନ୍ଦ୍ର ଘଡେଇ, ଅଧ୍ୟାପକ ଗିରିଷ କୁମାର ଆଚର‌୍ୟ୍ୟ, ଗଂଜାମ ପ୍ରେସ କ୍ଲବ ସଭାପତି ଶବର କୁମାର ତରାଇ, ଭରସା ର ସମ୍ପାଦକ ଦୂର୍ଗା ମାଧବ ପାଣିଗ୍ରାହୀ, ଶିକ୍ଷକ ମହେଶ୍ୱର ବେହେରା, ସୂର‌୍ୟ୍ୟ ନାରାୟଣ ଦାଶ, ରାଜା ରେଡି, ବିଜେଡି ଯୁବ ନେତା ସୁଧୀର ପାଢ଼ୀ, ସନାତନ ବେହେରା, ବୁଡୁସାହୁ, ରାଜୁ ରେଡି, ରଙ୍କ ବେହେରା, ମଦନ ପାଢ଼ୀ, ଦଣ୍ଡପାଣି ବେହେରା, କୃଷ୍ଣ ପ୍ରଧାନ, ସିଲୁ ଦଶ, ପପୁ ପଣ୍ଡା, ଟି.ଗୋବିନ୍ଦ ରେଡି, ସୁଦାମ ପଲେଇ, ପ୍ରମୁଖ ଙ୍କ ସମେତ ବିଦ୍ୟାର୍ଥୀ, ଅଙ୍ଗନାବାଡ଼ି କର୍ମୀ, ଏନ.ସି.ସି, ସ୍କାଉଟ ବିଦ୍ୟାର୍ଥୀ , ମହିଳା ସଙ୍ଘ ସାମିଲ ଥିଲେ । ସେହିପରି ହୁମାଠାରେ ସରପଞ୍ଚ ଚନ୍ଦ୍ର ମୋହନ ସାହୁ, ବ୍ଲକ ଉପାଧ୍ୟକ୍ଷ ମିନତୀ ପ୍ରଧାନ, ସୁବଳୟା ଠାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନ, ସରପଞ୍ଚ, କବିତା ସ୍ୱାଇଁ, ଯୁବନେତା ଶିବ ସ୍ୱାଇଁ, କେଦାର ସ୍ୱାଇଁ, ଶିକ୍ଷା ବିତ ବିଜୟ କୁମାର ବିଶ୍ୱାଳ ପ୍ରମୁଖ ସ୍ୱାଗତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ