ଗୁଡ଼ଫ୍ରାଇଡେ ଫିକା କରିଲା କରୋନା,ଚର୍ଚ୍ଚରେ ତାଲା
ମୋହନା,(ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ର ବିଭିନ ଅଞ୍ଚଳ ରେ ଆଜି ଦେଖିବାକୁ ମିଳିଥିଲା ସୁନସାନ ପ୍ରଭୁ ଯୀଶୁ ଙ୍କ ଗୁଡ଼ ଫ୍ରାଇଡେ ପର୍ବ ଏଇ ପର୍ବରେ ମୋହନା, ଚାନ୍ଦିପୁଟ,ଅଡ଼ବା,ଅଲିଗଣ୍ଡା, ପାଣିଗଣ୍ଡା, କଟାମା,ଅନ୍ତରାଵ, ଚୁଡ଼ଙ୍ଗପୁର, ଲିଲିଗଡ଼ ଆଦି ଅଞ୍ଚଳରେ ପ୍ରଶାସନ ପହଂଚି ଚର୍ଚ୍ଚ ସାମନାରେ ଜଗି ତାଲା ଖୁଲିବାକୁ ଦେଇନଥିଲେ ଥାନା ଅଧୀକାରୀ ସୁଜିତ କୁମାର ନାୟକ, ପିଙ୍କି ମୁରମୁ, ଓ କର୍ମଚାରୀ ମାନେ ପେଟରଲିଙ୍ଗୀ ଜୋରଦାର କରିଥିଲେ ସେପରି ତସିଲିଦାର କଲ୍ୟାଣୀ ସଙ୍ଗମିତ୍ର ଦେବୀ ମଧ୍ୟ୍ୟ ଦୃଗମ ଅଞ୍ଚଳଗୁଡିକ ପରିଦର୍ଶନ କରିଥିଲେ ପ୍ରଭୁ ଯୀଶୁପ୍ ରେମୀ ମାନେ ଚର୍ଚ୍ଚ ନଯାଇ ନିଜ ପରିବାର ମଧ୍ୟ୍ୟ ରେ ଦୂରତା ରଖି ଘରେ ପାର୍ଥନା କରିଥିଲେ


