ଚନ୍ଦ୍ରଗିରି କଂଗ୍ରେସ ଜୋନ ସଭାପତି ନିର୍ମଳ ରାଜନୀତି ରୁ ସନ୍ୟାସି ନେଲେ

ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଲକ ରେ ଯିଏକି ଜଣେ ଟାଣୁଆ ସକ୍ରିୟ ନେତା ଥିଲେ କଂଗ୍ରେସ ର ଯିଏକି ଯେତେବେଳ ଜୁ ମୃତରେ କଂଗ୍ରେସ ବନ୍ଦ ଡାକରା ହେଉ କିମ୍ବା ସଭାଯାତ୍ର ହେଉ ନଚେତ ରାଲ୍ଲୀରେ ଆଗ ଧାଡ଼ି ରେ ନେତୃତ୍ୱ ନେଉଥିବା ନିର୍ମଳ ପାଲ ସେ ନିଜ ସୋଇଛା ରେ କଂଗ୍ରେସ ଦଳ ଏବଂ ରାଜନୀତି ରୁ ସନ୍ୟାସି ନେଇଛନ୍ତି I ସେ ଚନ୍ଦ୍ରଗିରି ଜୁନ ସଭାପତି ପଦବୀ ରେ ରହିଥିଲେ ତାଙ୍କୁ ଦଳ ନ ପଚାରି ନ ଡାକି ନିଜ ଇଚ୍ଛାରେ ବିଧାୟକ ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା ପରିଷଧ ପାର୍ଥି ଘୁଷଣା କରିଥିବାରୁ ଏବଂ ଦଳ ତାଙ୍କୁ ଅଣଦେଖା କରି ଆସୁଥିଲା I ଏପରିକି ସେ ଜଣେ ଛିଡ଼ା ହୋଇ ବିଭିନ ସମୟରେ କଂଗ୍ରେସ ବନ୍ଦ ଡାକରା କୁ ସଫଳ କରୁଥିଲେ ହେଲେ ଦଳ ତାଙ୍କୁ କୋଣସୀ ଗୃତ ଦେଉନଥିବା କହିଛନ୍ତି ଏପରିକି ସେ ବୟସ ଏବଂ ପରିବାର ସମସ୍ୟା କୁ ନେଇ ଦଳ ଓ ରାଜନୀତି ରୁ ସନ୍ୟାସି ନେଇ ଛନ୍ତି ବର୍ତ୍ତମାନ ସେ ସମାଜସେବୀ ଭାବେ ଆଗରୁ ପରିଚିତି ଥିଲେ ଏବଂ ସମାଜ ପାଇଁ କାମ କରିବି ବୋଲି କହିଛନ୍ତି ଅନ୍ୟପଟେ କଂଗ୍ରେସ ର ଜଣେ ଟାଣୁଆ ନେତା ଦଳ ଓ ରାଜନୀତି ରୁ ସନ୍ୟାସି ନେବା ଘଟଣା କୁ ଅଞ୍ଚଳରେ ଚର୍ଚ୍ଚା ଧରିଛି ପଞ୍ଚାୟତ ନିର୍ବାଚନ ରେ ଦଳ କୁ ଲାଗିପାରେ କି ଝଟକା ବୋଲି ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ