ଆମ ଜିଲ୍ଲା ଛାତ୍ରୀ ନିଖୋଜ ଅଭିଯୋଗ 21/03/201921/03/2019 admin 0 Comments ଛାତ୍ରୀ ନିଖୋଜ ଅଭିଯୋଗ ଅନୁଗୋଳ ( ଯୁଗାବ୍ଦ ନ୍ୟୁଜ ) : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅଞ୍ଚଳର ଜଣେ ଛାତ୍ରୀ ନଖୋଜ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଗୁରୁବାର ସଂନ୍ଧ୍ୟାରେ ନିଖୋଜ ହୋଇଥିବା କଥା ପୋଲିସ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ ଚଳାଇଛି । Spread the love