ଜିଲ୍ଲପାଳ ଙ୍କ ଅଧ୍ୟକ୍ଷତା ରେ ଅଭିଯୋଗ ଶୁଣାଣି

(ଯୁଗାବ୍ଦ ନ୍ୟୁଜ )ଆଜି ଉପଜିଲ୍ଲା ପାଳ ଙ୍କ କାର୍ଯ୍ୟଳୟ ପରିସରରେ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଶୁଣାଣି ରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଏସ୍ପି ପିନାକ ମିଶ୍ର, ଉପଜିଲାପାଳ ଦିଗନ୍ତ ରାଉତରାୟ ଏବଂ ଡିଏସ୍ପି ଜେ.କେ ପଟ୍ଟନାୟକ ଉପସ୍ଥିତ ରହି ଅଭିଯୋଗକାରୀ ଙ୍କ ର ଅଭିଯୋଗ ଶୁଣିଥିଲେ । ମୋଟ ୧୨୬ଟି ଅଭିଯୋଗ ଦାଖଲ ହୋଇଥିଲା। ସେଥିରୁ ୧୫ଟି ବ୍ୟକ୍ତିଗତ ଏବଂ ୨ଟି ଗ୍ରାମର ସମସ୍ୟା ରହିଥିଲା। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୨୦ହଜାର ଟଙ୍କାର ସହାୟତା ବଣ୍ଟନ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ