ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ , ୭ ଗିରଫ

ଭଞ୍ଜନଗର ,(ଯୁଗାବ୍ଦ ନ୍ୟୁଜ୍୍) : ତାରସିଂ ଥାନା ଅନ୍ତର୍ଗତ କୋକୋଳବା ଗ୍ରାମ ନିକଟ ଲକ୍ଷ୍ମୀପୁର ଜଙ୍ଗଲରେ ଅତର୍କିତ ପୋଲିସ ଚଢାଉ କରି ୭ ଜୁଆଡିକୁ ଗିରଫ କରିଛି । ପୋଲିସ ଘଟଣା ସ୍ଥଳରୁ ୭ ଟି ବାଇକ ସମେତ ଗୋଟିଏ ସାଇକେଲ , ନଗଦ ୧୪,୪୮୦ ଟଙ୍କା ଜବତ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ