ଟାଙ୍ଗିଆ ଚୋଟ ରେ ଯୁବକ ଗୁରୁତର

କଳାହାଣ୍ଡି, (ଓ୍ବାଇଏନ୍ଏସ୍):ଭଉଣୀ ଜ୍ୱାଇଁ ର ଟାଙ୍ଗିଆ ଚୋଟରେ ଡେଢ଼ଶଲା ଗୁରୁତର ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ପ୍ରତାପପୁର କଲୋନୀପଡ଼ା ଠାରେ ଗ୍ରାମର ବିଷ୍ଣୁ ପରାଭୋଇ ତାଙ୍କ ଭଉଣୀ ଜ୍ୱାଇଁ ବିଶ୍ୱନାଥ ପରାଭୋଇ ଙ୍କ ଟାଙ୍ଗିଆ ଚୋଟରେ ଗୁରୁତର ଆହତ ତାଙ୍କୁ ଜୟପାଟଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ଜୟପାଟଣା ପୋଲିସ ତଦନ୍ତ କରୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ